What is Vitamin C? What is The Role of vitamin C to protect from the Corona Virus? What is the need for Vitamin -C
ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ୍ ସି ? ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କୌଣସି ନୂତନ ଭୂତାଣୁ ଶରୀରରେ ପ୍ରବେଶ କଲେ ତା’ର ବିସ୍ତାରକୁ ରୋକିଥାଏ।
ଆସନ୍ତୁ ନ୍ୟୁଟ୍ରିସନ୍ ସ୍ପେସାଲିଷ୍ଟ ବରଦା ପ୍ରସାଦ ସାହୁଙ୍କଠାରୁ ଜାଣିବା କିଭଳି ଭିଟାମିନ୍ ସି ଶରୀରରେ କାର୍ଯ୍ୟ କରେ ଏବଂ ଆମର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇ ଆମକୁ ସୁସ୍ଥ ରଖେ।
Know all the details about Vitamin-C therapy from Nutrition specialist Barada Prasad Sahu
#vitaminC #FightCorona #DoctorAdvice #SwasthyaSambad
Twitter:
Face book: