FITNESS

Need of Vitamin C for our body| Vitamin C| Swasthya Sambad

Why vitamin C is essential for the body? Let’s learn from nutrition specialist Barda Prasad Sahu how vitamin C works in the body and keeps us healthy by boosting our immune system.

ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ୍ ସି ? ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କୌଣସି ନୂତନ ଭୂତାଣୁ ଶରୀରରେ ପ୍ରବେଶ କଲେ ତା’ର ବିସ୍ତାରକୁ ରୋକିଥାଏ। ଆସନ୍ତୁ ନ୍ୟୁଟ୍ରିସନ୍ ସ୍ପେସାଲିଷ୍ଟ ବରଦା ପ୍ରସାଦ ସାହୁଙ୍କଠାରୁ ଜାଣିବା କିଭଳି ଭିଟାମିନ୍ ସି ଶରୀରରେ କାର୍ଯ୍ୟ କରେ ଏବଂ ଆମର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇ ଆମକୁ ସୁସ୍ଥ ରଖେ।

_Swasthya Sambad Latest
#SwasthyaSambad #needofvitaminc #DoctorAdvice

Get health, fitness, and diet tips from Swasthya Sambad. Subscribe now and stay tuned.

Twitter:
Face book:
Telegram: